ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବଗାହନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବଗାହନ   ବିଶେଷ୍ୟ

ଅର୍ଥ : ଗଭୀର ଅନୁସନ୍ଧାନ

ଉଦାହରଣ : ଗୀତା ବେଦ ତଥା ପୁରାଣର ମନ୍ଥନରୁ ପ୍ରାପ୍ତ ସାର

ସମକକ୍ଷ : ମନ୍ଥନ

गहरी छान-बीन।

गीता, वेदों तथा पुराणों के मंथन से प्राप्त सार है।
अवगाहन, मंथन, मन्थन

The work of inquiring into something thoroughly and systematically.

investigating, investigation

ଅର୍ଥ : ନିବିଷ୍ଟ ଚିତ୍ତରେ ବିଚାର କରିବାର କର୍ମ

ଉଦାହରଣ : ବୈଦିକ ଋଷିଗଣ ଆତ୍ମତତ୍ତ୍ବ ବିଷୟରେ ଅବଗାହନ କରିବାର ଫଳ ସ୍ବରୂପ ଆମକୁ ବେଦର ଜ୍ଞାନ ଉପଲବ୍ଧ ହେଉଛି

लीन होकर विचारने की क्रिया।

वैदिक ऋषियों के आत्म तत्व के विषय में अवगाहन के फलस्वरूप हमें वेद का ज्ञान उपलब्ध हुआ है।
अवगाहन