ଅର୍ଥ : ରାଜଦରବାରରେ ପରାମର୍ଶ ଦେବା ବ୍ୟକ୍ତି
ଉଦାହରଣ :
ବିରବଲ ଆକବରଙ୍କ ମନ୍ତ୍ରୀ ଥିଲେ
ଅର୍ଥ : ଶତରଂଜର ଗୋଟିଏ ଗୋଟି
ଉଦାହରଣ :
ଶତରଂଜରେ ମନ୍ତ୍ରୀର ବହୁତ ମହତ୍ତ୍ୱ ରହିଛି
ଅର୍ଥ : ଯେଉଁ ପ୍ରଧାନ ଅଧିକାରୀଙ୍କ ପରାମର୍ଶରେ ରାଜ୍ୟ ବା ଦେଶ କିମ୍ବା ରାଜ୍ୟ ବା ଦେଶର କୌଣସି ବିଭାଗରେ ସବୁ କାମ ହୋଇଥାଏ
ଉଦାହରଣ :
ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଜଣେ ମଂତ୍ରୀ କରିବେ
ସମକକ୍ଷ : ମିନିଷ୍ଟର