ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମତୈକ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମତୈକ୍ୟ   ବିଶେଷ୍ୟ

ଅର୍ଥ : କୌଣସି ବିଚାର ବା ବିଷୟ ସମ୍ବନ୍ଧରେ ସବୁ ଲୋକଙ୍କ ଏକ ମତ ବା ରାୟ ହେବା ଅବସ୍ଥା ବା ଭାବ

ଉଦାହରଣ : ତାଙ୍କର ବ୍ୟକ୍ତିତ୍ବ ବିଷୟରେ ବିଦ୍ବାନମାନେ ଏକମତ ନୁହଁନ୍ତି

ସମକକ୍ଷ : ଏକମତ

ଅର୍ଥ : ସମସ୍ତଙ୍କର ସମ୍ମତି ବା ରାୟ

ଉଦାହରଣ : ଏହି କାମ ସର୍ବସମ୍ମତିରେ କରାଗଲା

ସମକକ୍ଷ : ସର୍ବସମ୍ମତି

सभी की एक सम्मति या राय।

यह काम सर्वसम्मति से किया गया है।
मतैक्य, सर्व सम्मति, सर्वसम्मति

Everyone being of one mind.

unanimity