ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକମତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକମତ   ବିଶେଷ୍ୟ

ଅର୍ଥ : କୌଣସି ବିଚାର ବା ବିଷୟ ସମ୍ବନ୍ଧରେ ସବୁ ଲୋକଙ୍କ ଏକ ମତ ବା ରାୟ ହେବା ଅବସ୍ଥା ବା ଭାବ

ଉଦାହରଣ : ତାଙ୍କର ବ୍ୟକ୍ତିତ୍ବ ବିଷୟରେ ବିଦ୍ବାନମାନେ ଏକମତ ନୁହଁନ୍ତି

ସମକକ୍ଷ : ମତୈକ୍ୟ

ଏକମତ   ବିଶେଷଣ

ଅର୍ଥ : ଗୋଟିଏ ବା ସମାନ ମତାମତ ଉପସ୍ଥାପନ କରୁଥିବା

ଉଦାହରଣ : ଏ ସଂସ୍ଥାର ସବୁ ସଦସ୍ୟ ଏହି ବିଷୟରେ ଏକମତ

ସମକକ୍ଷ : ସହମତ

एक या समान मत रखनेवाले।

इस विषय पर इस संस्था के सभी सदस्य एकमत हैं।
एकमत, एकराय

In complete agreement.

A unanimous decision.
consentaneous, consentient, unanimous