ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମତଦାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମତଦାନ   ବିଶେଷ୍ୟ

ଅର୍ଥ : ପ୍ରତିନିଧି ନିର୍ବାଚନ ସମ୍ବନ୍ଧରେ ମତଦେବା କ୍ରିୟା ବା ଭାବ

ଉଦାହରଣ : ମତଦାନ ଏଭଳି ଏକ ଅଧିକାର ଯାହାର ଉପଯୋଗ ବହୁତ ବୁଝିବିଚାରି କରାଯିବା ଆବଶ୍ୟକ

ସମକକ୍ଷ : ଭୋଟ୍‌

प्रतिनिधि के निर्वाचन के संबंध में मत देने की क्रिया या भाव।

मतदान एक ऐसा अधिकार है जिसका उपयोग बहुत ही सोच-समझकर करना चाहिए।
मतदान