ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଣ୍ଡ   ବିଶେଷ୍ୟ

ଅର୍ଥ : ଲୁଗାକୁ କଡ଼ା କରିବାପାଇଁ ବ୍ୟବହାର କରାଯାଉଥିବା ପେଜ ବା ମଇଦାର ତରଳ ଅଠାଳିଆ ପଦାର୍ଥ

ଉଦାହରଣ : ସୂତା ଲୁଗାରେ ମଣ୍ଡ ଦିଆଯାଏ

पके हुए चावल या मैदा की पतली लेई आदि जो कपड़ों में कड़ापन लाने के लिए लगाई जाती है।

सूती कपड़ों में माँड़ लगाया जाता है।
कलफ, कलफ़, माँड़, माँड़ी, मांड़, मांड़ी

A complex carbohydrate found chiefly in seeds, fruits, tubers, roots and stem pith of plants, notably in corn, potatoes, wheat, and rice. An important foodstuff and used otherwise especially in adhesives and as fillers and stiffeners for paper and textiles.

amylum, starch

ଅର୍ଥ : କିଛି ବିଶେଷ ପ୍ରକାରର ଘାସ, ତୃଣ, ପତ୍ରସବୁ, ବାଉଁଶ ଆଦିରୁ ପ୍ରସ୍ତୁତ କରାଯାଉଥିବା ଗୋଲା ଯେଉଁଥିରୁ କାଗଜ ତିଆରି ହୁଏ

ଉଦାହରଣ : ତାଙ୍କର ମଣ୍ଡ ତିଆରିକରୁଥିବା କାରଖାନା ବନ୍ଦ ହୋଇଗଲା

ସମକକ୍ଷ : ଗୋଳା

कुछ विशेष प्रकार की घासों, टहनियों, पत्तियों, बाँसों आदि से तैयार किया हुआ वह गूदा जिससे कागज बनाया जाता है।

उनका लुगदी बनाने का कारख़ाना बंद हो गया है।
लुगदी

Wood that has been ground to a pulp. Used in making cellulose products (as rayon or paper).

wood pulp