ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଳା   ବିଶେଷ୍ୟ

ଅର୍ଥ : କାହାରିକୁ ମାରିବା ନିମନ୍ତେ ତା ଉପରକୁ ଫୋପଡ଼ା ଯାଉଥିବା ବିସ୍ପୋଟକ ପଦାର୍ଥର ବଡ଼ ଗୋଳା

ଉଦାହରଣ : ବମ୍‌ ମାନବ ସମାଜ ନିମନ୍ତେ ବହୁତ କ୍ଷତିକାରକ

ସମକକ୍ଷ : ବମ୍‌, ବମ୍‌ ଗୋଳା

विस्फोटक पदार्थों का वह गोला जो किसी को मारने के लिए उस पर फेंका जाता है।

बम गोला मानव समाज के लिए बहुत ही घातक है।
गोला, बम, बम गोला

An explosive device fused to explode under specific conditions.

bomb

ଅର୍ଥ : କିଛି ବିଶେଷ ପ୍ରକାରର ଘାସ, ତୃଣ, ପତ୍ରସବୁ, ବାଉଁଶ ଆଦିରୁ ପ୍ରସ୍ତୁତ କରାଯାଉଥିବା ଗୋଲା ଯେଉଁଥିରୁ କାଗଜ ତିଆରି ହୁଏ

ଉଦାହରଣ : ତାଙ୍କର ମଣ୍ଡ ତିଆରିକରୁଥିବା କାରଖାନା ବନ୍ଦ ହୋଇଗଲା

ସମକକ୍ଷ : ମଣ୍ଡ

कुछ विशेष प्रकार की घासों, टहनियों, पत्तियों, बाँसों आदि से तैयार किया हुआ वह गूदा जिससे कागज बनाया जाता है।

उनका लुगदी बनाने का कारख़ाना बंद हो गया है।
लुगदी

Wood that has been ground to a pulp. Used in making cellulose products (as rayon or paper).

wood pulp