ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ କୌଣସି କାମ ଆଦିପାଇଁ ପ୍ରେରଣା ଦିଏ ବା ସେଭଳି ଭାବ ଯାହା କୌଣସି କାରଣ ବଶତଃ ଉତ୍ପନ୍ନ ହୁଏ
ଉଦାହରଣ : ମନୋହରର ବ୍ୟବହାର ଶୀଲା ମନରେ ଘୃଣାର ବୀଜ ବୁଣିଦେଲା
ସମକକ୍ଷ : ବୀଜ
वह जो किसी काम आदि के लिए प्रेरणा दे या वह भाव आदि जो किसी कारणवश उत्पन्न हो।
Anything that provides inspiration for later work.
ଅର୍ଥ : ଫୁଲଗଛ ବା ଶସ୍ୟର ଦାନା କିମ୍ବା ଫଳର ଯେଉଁ ମଞ୍ଜିରୁ କୁଆଁ ବା ଶସ୍ୟ ବା ଗଛ ଉତ୍ପନ୍ନ ହୁଏ
ଉଦାହରଣ : ଚଷା ବିଲରେ ଗହମ ମଞ୍ଜି ବୁଣୁଛି
ସମକକ୍ଷ : ବିହନ, ବୀଜ
फूलवाले पौधों या अनाजों के वे दाने अथवा वृक्षों के फलों की वे गुठलियाँ जिनसे वैसे ही नये पौधे, अनाज या वृक्ष उत्पन्न होते हैं।
A mature fertilized plant ovule consisting of an embryo and its food source and having a protective coat or testa.
ଅର୍ଥ : ଯାହା ମଞ୍ଜିରୁ ଉତ୍ପନ୍ନ ହୁଏ
ଉଦାହରଣ : ଏହା ମଞ୍ଜି ଆମ୍ବ ଗଛ
ସମକକ୍ଷ : ବୀଜସୃଷ୍ଟ
जो बीज से उत्पन्न हुआ हो।
ସଂସ୍ଥାପନ କରନ୍ତୁ