ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୀଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୀଜ   ବିଶେଷ୍ୟ

ଅର୍ଥ : ଯେ କୌଣସି କାମ ଆଦିପାଇଁ ପ୍ରେରଣା ଦିଏ ବା ସେଭଳି ଭାବ ଯାହା କୌଣସି କାରଣ ବଶତଃ ଉତ୍ପନ୍ନ ହୁଏ

ଉଦାହରଣ : ମନୋହରର ବ୍ୟବହାର ଶୀଲା ମନରେ ଘୃଣାର ବୀଜ ବୁଣିଦେଲା

ସମକକ୍ଷ : ମଞ୍ଜି

वह जो किसी काम आदि के लिए प्रेरणा दे या वह भाव आदि जो किसी कारणवश उत्पन्न हो।

मनोहर के व्यवहार ने शीला के मन में घृणा के बीज बो दिए।
बीज

Anything that provides inspiration for later work.

germ, seed, source

ଅର୍ଥ : ଫୁଲଗଛ ବା ଶସ୍ୟର ଦାନା କିମ୍ବା ଫଳର ଯେଉଁ ମଞ୍ଜିରୁ କୁଆଁ ବା ଶସ୍ୟ ବା ଗଛ ଉତ୍ପନ୍ନ ହୁଏ

ଉଦାହରଣ : ଚଷା ବିଲରେ ଗହମ ମଞ୍ଜି ବୁଣୁଛି

ସମକକ୍ଷ : ବିହନ, ମଞ୍ଜି

फूलवाले पौधों या अनाजों के वे दाने अथवा वृक्षों के फलों की वे गुठलियाँ जिनसे वैसे ही नये पौधे, अनाज या वृक्ष उत्पन्न होते हैं।

किसान खेत में गेहूँ के बीज बो रहा है।
बीज, बीया, वीज

A mature fertilized plant ovule consisting of an embryo and its food source and having a protective coat or testa.

seed