ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଚମଚ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଚମଚ ହେବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁ ଆଦିର ମଚମଚ ଶବ୍ଦ କରିବା

ଉଦାହରଣ : ମୁଁ ବସୁବସୁ ହିଁ ଖଟିଆ ମଚମଚ ହେଲା

किसी वस्तु आदि का मचमच शब्द करना।

मेरे बैठते ही खटिया मचकने लगी।
मचकना, मचना, मचमचाना

Make a high-pitched, screeching noise.

The door creaked when I opened it slowly.
My car engine makes a whining noise.
creak, screak, screech, skreak, squeak, whine

ଅର୍ଥ : ଗୋଡ଼ି, ବାଲିଆଦି ପଦାର୍ଥକୁ ଚୋବାଇଲେ କଚକଚ ଶବ୍ଦହେବା

ଉଦାହରଣ : ହାଲୁଆ କାହିଁକି କଚକଚ ହେଉଛି

ସମକକ୍ଷ : କଚକଚ ହେବା

कंकड़, रेत आदि वस्तुओं के चबने से कचकच शब्द होना।

हलुआ क्यों कचकचा रहा है?
कचकचाना, किचकिचाना