ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଙ୍ଗ   ବିଶେଷ୍ୟ

ଅର୍ଥ : ଶିଳର ଯେଉଁ ଉପର ଭାଗରେ ବଟା ହୋଇଥିବା ବସ୍ତୁ ଆଦି ରଖାଯାଏ

ଉଦାହରଣ : ସେ ଶିଳରେ ହଳଦୀ ବାଟିବା ଶିଳପୁଆକୁ ଧୋଇ ଶିଳମୁଣ୍ଡି ଉପରେ ରଖିଦେଲା

ସମକକ୍ଷ : ଧାର, ଶିଳମୁଣ୍ଡି

सिल का वह ऊपरी भाग जो छिना नहीं जाता और जिस पर पीसी हुई वस्तु आदि रखी जाती है।

उसने हल्दी को सिलवट पर पीसने के बाद लोढ़े को धोकर माँग पर रख दिया।
माँग, मांग

ଅର୍ଥ : ନୌକାର ଆଗକୁ ଉଠିଥିବା କୋଣ

ଉଦାହରଣ : ନୌକାର ଆର ମୁଣ୍ଡରେ ବସିଥିବା ବାଳକ ଡରିଯାଇ ମଙ୍ଗକୁ ଧରିପକାଇଲା

नाव का अगला उठा कोना।

नाव के अगले भाग में बैठे हुए लड़के ने डरकर गलही को पकड़ लिया।
गलई, गलही, तालियामार, मंग

Front part of a vessel or aircraft.

He pointed the bow of the boat toward the finish line.
bow, fore, prow, stem

ଅର୍ଥ : ନାଆ ବା ଜଳଯାନର ଅଗ୍ରଭାଗ

ଉଦାହରଣ : ସେ ଥକାମାରିବା ନିମନ୍ତେ ମଙ୍ଗ ଉପରେ ବସିଗଲା

नाव या जलयान का अग्रभाग।

वह सुस्ताने के लिए अनी पर बैठ गया।
अनी, माँग, मांग, माथा