ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଇ   ବିଶେଷ୍ୟ

ଅର୍ଥ : ହାତ ଲାଗିଥିବା ଯେଉଁ କାଠତିଆରି ଯନ୍ତ୍ରରେ ହଳ ହୋଇଥିବା ଜମିକୁ ସମତଳ କରାଯାଏ

ଉଦାହରଣ : କୃଷକଟି ମଇ ଦ୍ୱାରା ହଳହୋଇଥିବା ଜମିକୁ ସମତଳ କରୁଛି

ସମକକ୍ଷ : ମହି, ମୟା

हत्था लगा लकड़ी का एक टुकड़ा जिससे जुती हुई भूमि बराबर की जाती है।

किसान सियारे से जुते हुए खेत को बराबर कर रहा है।
सियारा

ଅର୍ଥ : ଇଂରାଜୀ ମାସର ପଞ୍ଚମ ମାସ

ଉଦାହରଣ : ଆମର ଛୁଟିଗୁଡ଼ିକ ମଇ ମାସରେ ପଡ଼େ

अँग्रेजी साल का पाँचवाँ महीना।

मई में हमारी छुट्टियाँ रहती हैं।
मई

The month following April and preceding June.

may

ଅର୍ଥ : ଚାଷ ଜମିରେ ମାଟିର ଢେଲା ଭାଙ୍ଗି ଖେତକୁ ସମତଳ କରିବାର ଉପକରଣ

ଉଦାହରଣ : କୃଷକ ଖେତରେ ମଇ ଚଳାଉଛି

जोते खेत में मिट्टी के ढेले चूर कर खेत को समतल करने का उपकरण।

किसान खेत में हेंगा चला रहा है।
कुर्री, पटरा, पटेला, पाटा, मदि, लय, सोहागा, हेंगा

A cultivator that pulverizes or smooths the soil.

harrow