ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହି   ବିଶେଷ୍ୟ

ଅର୍ଥ : ହାତ ଲାଗିଥିବା ଯେଉଁ କାଠତିଆରି ଯନ୍ତ୍ରରେ ହଳ ହୋଇଥିବା ଜମିକୁ ସମତଳ କରାଯାଏ

ଉଦାହରଣ : କୃଷକଟି ମଇ ଦ୍ୱାରା ହଳହୋଇଥିବା ଜମିକୁ ସମତଳ କରୁଛି

ସମକକ୍ଷ : ମଇ, ମୟା

हत्था लगा लकड़ी का एक टुकड़ा जिससे जुती हुई भूमि बराबर की जाती है।

किसान सियारे से जुते हुए खेत को बराबर कर रहा है।
सियारा

ଅର୍ଥ : ଦହି ବସାଇବାପାଇଁ ଦୁଧରେ ପକା ଯାଉଥିବା ଦହି ବା ଖଟା ପଦାର୍ଥ

ଉଦାହରଣ : ମା ଦହି ବସାଇବାପାଇଁ ଦୁଧରେ ମହି ପକାଇଛନ୍ତି

ସମକକ୍ଷ : ଦଧ୍ୟାମ୍ଳ

दही जमाने के लिए दूध में डाला जाने वाला दही या खट्टा पदार्थ।

माँ ने दही जमाने के लिए दूध में जोड़न डाल दिया है।
जामन, जोड़न, जोरन