ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୟାଳୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୟାଳୁ   ବିଶେଷ୍ୟ

ଅର୍ଥ : ଯାହାର ଖୁବ ଭୟ ଅଛି

ଉଦାହରଣ : ଆମ ଅଞ୍ଚଳର ଭୟାଳୁମାନଙ୍କ ମଧ୍ୟରୁ ରମେଶ ଜଣେ

ସମକକ୍ଷ : ଡରକୁଳା

वह जिसकी खूब धाक हो।

रमेश हमारे क्षेत्र के धाकड़ों में से एक है।
धक्काड़, धाकड़

ଅର୍ଥ : ଭୀରୁ ବା ଡରକୁଳା ବ୍ୟକ୍ତି

ଉଦାହରଣ : ଭୀରୁ ବ୍ୟକ୍ତି ଜୀବନରେ ବାରମ୍ବାର ମରେ ଯେତେବେଳେ ବୀରପୁରୁଷ କେବଳ ଥରୁଟିଏ ମରେ

ସମକକ୍ଷ : କାପୁରୁଷ, ଡରୁଆ, ଭୀରୁ

कायर या डरपोक व्यक्ति।

कापुरुष जीवन में बार-बार मरते हैं जबकि वीर पुरुष एकबार।
अपौरुष, अमनुष्य, कापुरुष, कायर, कायर पुरुष, गीदड़, नामर्द, बुजदिल, बुजदिल व्यक्ति, बुज़दिल, बुज़दिल व्यक्ति, लिडार

People who are fearful and cautious.

Whitewater rafting is not for the timid.
cautious, timid

ଭୟାଳୁ   ବିଶେଷଣ

ଅର୍ଥ : ଯେ ବହୁତ ଡରେ ବା ଦବି ଯାଏ ବା କାହାଦ୍ୱାରା ଦବିଯିବା ଲୋକ

ଉଦାହରଣ : ସେହି ଭୟାଳୁ ବାଳକକୁ ସମସ୍ତେ ହଇରାଣ କରୁଛନ୍ତି

जो बहुत डरता या दबता हो या किसी से दबने वाला।

उस दब्बू लड़के को सभी परेशान करते हैं।
दब्बू

Very docile.

Tame obedience.
Meek as a mouse.
meek, tame