ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୀରୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୀରୁ   ବିଶେଷ୍ୟ

ଅର୍ଥ : ଭୀରୁ ବା ଡରକୁଳା ବ୍ୟକ୍ତି

ଉଦାହରଣ : ଭୀରୁ ବ୍ୟକ୍ତି ଜୀବନରେ ବାରମ୍ବାର ମରେ ଯେତେବେଳେ ବୀରପୁରୁଷ କେବଳ ଥରୁଟିଏ ମରେ

ସମକକ୍ଷ : କାପୁରୁଷ, ଡରୁଆ, ଭୟାଳୁ

कायर या डरपोक व्यक्ति।

कापुरुष जीवन में बार-बार मरते हैं जबकि वीर पुरुष एकबार।
अपौरुष, अमनुष्य, कापुरुष, कायर, कायर पुरुष, गीदड़, नामर्द, बुजदिल, बुजदिल व्यक्ति, बुज़दिल, बुज़दिल व्यक्ति, लिडार

People who are fearful and cautious.

Whitewater rafting is not for the timid.
cautious, timid

ଅର୍ଥ : ଶୌର୍ଯ୍ୟ ବା ବୀରତ୍ୱର ଅଭାବ

ଉଦାହରଣ : କୌଣସି ଭୀରୁ ରାଜଗାଦି ସମ୍ଭାଳି ପାରିବନାହିଁ

ସମକକ୍ଷ : ଶୌର୍ଯ୍ୟହୀନ

शौर्य या वीरता का अभाव।

कोई भी अशौर्य राजगद्दी नहीं सँभाल सकता है।
अशौर्य

ଭୀରୁ   ବିଶେଷଣ

ଅର୍ଥ : ଯାହାର ମନରେ ଡର ଅଛି ବା ଯେ କୌଣସି କାମଆଦି କରିବାକୁ ଡରେ

ଉଦାହରଣ : ଭୀରୁ ପୁରୁଷ ଜୀବନରେ ବାରମ୍ବାର ମରେ

ସମକକ୍ଷ : ଅସାହସିକ, କାପୁରୁଷ, ଡରୁଆ, ସାହସହୀନ

जिसके मन में डर हो या जो कोई काम आदि करने से डरता हो।

कायर पुरुष जीवन में बार-बार मरते हैं।
असाहसिक, कादर, कायर, खपुआ, गीदड़, डरपोक, त्रसुर, दरक, पस्तहिम्मत, बुजदिल, बुज़दिल, भीरु, भीरू, लिडार, साहसहीन, हौलदिला