ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୟଭୀତ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୟଭୀତ ହେବା   କ୍ରିୟାପଦ

ଅର୍ଥ : ଡରିକରି ବା ଚମକିପଡ଼ି ଏପଟ ସେପଟ ହେବା

ଉଦାହରଣ : ଯୋରରେ ଶବ୍ଦ ଶୁଣି ପଶୁପଲ ଭୟଭୀତ ହୋଇଗଲେ

ସମକକ୍ଷ : ଚମକିଯିବା, ଡରିଯିବା, ହୁରୁଡ଼ିବା

डरकर या चौंककर इधर-उधर होना।

तेज आवाज सुनकर जानवरों का झुंड बिदक गया।
बिदकना

ଅର୍ଥ : ଅନିଷ୍ଟ ବା ହାନି ଆଶଙ୍କାରେ ଆକୁଳ ହେବା

ଉଦାହରଣ : ପରୀକ୍ଷାରେ ଅସଫଳ ହେବା ଚିନ୍ତାକରି ମୁଁ ଡରି ଯାଇଥିଲି

ସମକକ୍ଷ : ଡରିବା, ଭୟକରିବା

अनिष्ट या हानि की आशंका से आकुल होना।

परीक्षा में असफल न हो जाँऊ यह सोचकर मैं डर रही थी।
डरना

Be afraid or feel anxious or apprehensive about a possible or probable situation or event.

I fear she might get aggressive.
fear

ଅର୍ଥ : ଡରି ଯିବା

ଉଦାହରଣ : ଭୂତ କାହାଣୀ ଶୁଣି ସେ ଡରିଗଲା

ସମକକ୍ଷ : ଡରିବା, ଡରିଯିବା, ଶଙ୍କା ପଶିବା, ଶଙ୍କିଯିବା

किसी चीज़ का डर होना।

भूतों की कहानी सुनकर वह डर गया।
अपडरना, डरना, डरपना, भयभीत होना, सँकाना, हुड़कना

ଅର୍ଥ : କୌଣସି କଥା ବା ଘଟଣାଆଦିକୁ ଡରିବା

ଉଦାହରଣ : ଗାଁରେ ନରଭକ୍ଷୀ ବାଘ ଆସିବାର ଖବର ଶୁଣି ସବୁଲୋକ ଆତଙ୍କିତ ହୋଇଗଲେ

ସମକକ୍ଷ : ଆତଙ୍କିତ ହେବା, ଡରିବା

किसी बात या घटना आदि से डरना या घबड़ा जाना।

गाँव में नरभक्षी शेर के आने की ख़बर सुनकर सभी लोग आतंकित हो गए हैं।
अरबराना, आतंकित होना, घबड़ाना, घबराना, भयभीत होना

Be overcome by a sudden fear.

The students panicked when told that final exams were less than a week away.
panic