ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡରିଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡରିଯିବା   କ୍ରିୟାପଦ

ଅର୍ଥ : ଡରିକରି ବା ଚମକିପଡ଼ି ଏପଟ ସେପଟ ହେବା

ଉଦାହରଣ : ଯୋରରେ ଶବ୍ଦ ଶୁଣି ପଶୁପଲ ଭୟଭୀତ ହୋଇଗଲେ

ସମକକ୍ଷ : ଚମକିଯିବା, ଭୟଭୀତ ହେବା, ହୁରୁଡ଼ିବା

डरकर या चौंककर इधर-उधर होना।

तेज आवाज सुनकर जानवरों का झुंड बिदक गया।
बिदकना

ଅର୍ଥ : ଡରି ଯିବା

ଉଦାହରଣ : ଭୂତ କାହାଣୀ ଶୁଣି ସେ ଡରିଗଲା

ସମକକ୍ଷ : ଡରିବା, ଭୟଭୀତ ହେବା, ଶଙ୍କା ପଶିବା, ଶଙ୍କିଯିବା

किसी चीज़ का डर होना।

भूतों की कहानी सुनकर वह डर गया।
अपडरना, डरना, डरपना, भयभीत होना, सँकाना, हुड़कना