ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆତଙ୍କିତ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆତଙ୍କିତ ହେବା   କ୍ରିୟାପଦ

ଅର୍ଥ : କୌଣସି କଥା ବା ଘଟଣାଆଦିକୁ ଡରିବା

ଉଦାହରଣ : ଗାଁରେ ନରଭକ୍ଷୀ ବାଘ ଆସିବାର ଖବର ଶୁଣି ସବୁଲୋକ ଆତଙ୍କିତ ହୋଇଗଲେ

ସମକକ୍ଷ : ଡରିବା, ଭୟଭୀତ ହେବା

किसी बात या घटना आदि से डरना या घबड़ा जाना।

गाँव में नरभक्षी शेर के आने की ख़बर सुनकर सभी लोग आतंकित हो गए हैं।
अरबराना, आतंकित होना, घबड़ाना, घबराना, भयभीत होना

Be overcome by a sudden fear.

The students panicked when told that final exams were less than a week away.
panic

ଅର୍ଥ : ଭୟ ବା ଦୁଃଖରେ ମନ ଚଞ୍ଚଳ ହେବା

ଉଦାହରଣ : କୌଣସି ଅନିଷ୍ଟ ଆଶଙ୍କାରେ ମନ ଆତଙ୍କିତ ହେଉଛି

ସମକକ୍ଷ : ଆଶଙ୍କିତ ହେବା, ଡରିବା, ହଡ଼ବଡ଼େଇଯିବା

भय या दुख से मन चंचल होना।

किसी अनिष्ट की आशंका से मन घबरा रहा है।
घबड़ाना, घबराना

Be overcome by a sudden fear.

The students panicked when told that final exams were less than a week away.
panic