ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୟଦେଖାଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୟଦେଖାଳି   ବିଶେଷ୍ୟ

ଅର୍ଥ : ଅନ୍ୟର ବିଷୟରେ ଲଜ୍ୟାଜନକ ବା ମନ୍ଦ କଥା ରଖିବା ବା ଜଣେଇବା ନେଇ ଭୟଦେଖାଇ ଧନଆଦି ମାଗୁଥିବା ବ୍ୟକ୍ତି

ଉଦାହରଣ : ଲୋକନିଜର ଇଜ୍ଜତ ବଞ୍ଚାଇବାପାଇଁ ଭୟଦେଖାଳିର କଥା ମାନନ୍ତି

ସମକକ୍ଷ : ବ୍ଲାକମେଲର

वह जो किसी के बारे में लज्जाजनक या बुरी जानकारी रखे और उसे उस जानकारी को प्रकट करने का भय दिखाकर धन आदि की माँग करे।

लोग अपनी इज्जत बचाने के लिए भयादोहकों की बात मान लेते हैं।
ब्लैकमेलर, भयादोहक

A criminal who extorts money from someone by threatening to expose embarrassing information about them.

blackmailer, extortioner, extortionist