ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭ୍ରଷ୍ଟାଚାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭ୍ରଷ୍ଟାଚାର   ବିଶେଷ୍ୟ

ଅର୍ଥ : ନୀତିପଥରୁ ତଳକୁ ଖସିଯାଇଥିବା ଓ ସମାଜରେ ବହୁତ ଖରାପ ବୋଲି ବିଚାର କରାଯାଉଥିବା ଆଚରଣ ବା ବ୍ୟବହାର

ଉଦାହରଣ : ଆଜିକାଲି ସମାଜ ଭ୍ରଷ୍ଟାଚାରରେ ପରିପୂର୍ଣ୍ଣ

नीतिपथ से गिरा हुआ और समाज में बहुत बुरा माना जाने वाला आचरण या व्यवहार।

आजकल समाज में भ्रष्टाचार व्याप्त है।
करप्शन, भ्रष्टाचार

Lack of integrity or honesty (especially susceptibility to bribery). Use of a position of trust for dishonest gain.

corruption, corruptness

ଅର୍ଥ : ଭ୍ରଷ୍ଟ ହେବାର ଅବସ୍ଥା ବା ଭାବ

ଉଦାହରଣ : ରାଜନେତାଙ୍କ ଭ୍ରଷ୍ଟାଚାର ବଢ଼୍ ବଢି ହିଁ ଚାଲିଛି

ସମକକ୍ଷ : ଭ୍ରଷ୍ଟାଚରଣ

भ्रष्टणीय होने की अवस्था या भाव।

राजनेताओं की भ्रष्टणीयता में वृद्धि ही हो रही है।
भ्रष्टणीयता

Prostitution of talents or offices or services for reward.

venality