ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୋଗ ପ୍ରବୃତ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୋଗ ପ୍ରବୃତ୍ତି   ବିଶେଷ୍ୟ

ଅର୍ଥ : ଇନ୍ଦ୍ରିୟମାନଙ୍କର ସୁଖ ଭୋଗ କରିବାର ପ୍ରବୃତ୍ତି

ଉଦାହରଣ : ଜୀବମାନଙ୍କ ମଧ୍ୟରେ ଭୋଗ ପ୍ରବୃତ୍ତି ହେଉଛି ପ୍ରକୃତି ଦତ୍ତ

ସମକକ୍ଷ : ଇଂଦ୍ରିୟାର୍ଥବାଦ, ଇନ୍ଦ୍ରିୟାର୍ଥବାଦ

इंद्रियों के सुख भोगने की वृत्ति।

जीवों में इंद्रियार्थवाद प्राकृतिक देन है।
इंद्रियार्थवाद, इन्द्रियार्थवाद, भोगवृत्ति

Desire for sensual pleasures.

sensualism, sensuality, sensualness