ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଂଦ୍ରିୟାର୍ଥବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଂଦ୍ରିୟାର୍ଥବାଦ   ବିଶେଷ୍ୟ

ଅର୍ଥ : ଇନ୍ଦ୍ରିୟମାନଙ୍କର ସୁଖ ଭୋଗ କରିବାର ପ୍ରବୃତ୍ତି

ଉଦାହରଣ : ଜୀବମାନଙ୍କ ମଧ୍ୟରେ ଭୋଗ ପ୍ରବୃତ୍ତି ହେଉଛି ପ୍ରକୃତି ଦତ୍ତ

ସମକକ୍ଷ : ଇନ୍ଦ୍ରିୟାର୍ଥବାଦ, ଭୋଗ ପ୍ରବୃତ୍ତି

इंद्रियों के सुख भोगने की वृत्ति।

जीवों में इंद्रियार्थवाद प्राकृतिक देन है।
इंद्रियार्थवाद, इन्द्रियार्थवाद, भोगवृत्ति

Desire for sensual pleasures.

sensualism, sensuality, sensualness

ଅର୍ଥ : ଯେଉଁ ଦାର୍ଶନିକ ସିଦ୍ଧାନ୍ତରେ ସ୍ବୀକାର କରାଯାଏ ଯେ ଇନ୍ଦ୍ରିୟର ଅନୁଭୂତିରୁ ଆମକୁ ସବୁ ଜ୍ଞାନ ମିଳେ

ଉଦାହରଣ : ଅଧିକାଂଶ ଲୋକ ଇନ୍ଦ୍ରିୟାର୍ଥବାଦର ସମର୍ଥକ

ସମକକ୍ଷ : ଇନ୍ଦ୍ରିୟାର୍ଥବାଦ

एक दार्शनिक सिद्धांत जिसमें यह माना जाता है कि सब प्रकार के ज्ञान हमें इंद्रियों की अनुभूति से ही प्राप्त होते हैं।

अधिकतर लोग इंद्रियार्थवाद के समर्थक हैं।
इंद्रियार्थवाद, इन्द्रियार्थवाद, संवेदनवाद

(philosophy) the ethical doctrine that feeling is the only criterion for what is good.

sensationalism, sensualism