ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୁଲିଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୁଲିଯିବା   କ୍ରିୟାପଦ

ଅର୍ଥ : ଭୁଲରେ କୌଣସି ବସ୍ତୁ କେଉଁଠି ଛାଡ଼ିଦେବା

ଉଦାହରଣ : ଆଜି ମୁଁ ଚାବି ଘରେ ଭୁଲି ଆସିଛି

ସମକକ୍ଷ : ଛାଡ଼ିବା

भूल से कोई वस्तु कहीं पर छोड़ देना।

आज मैं चाबी घर पर ही भूल गई।
भूलना

Leave behind unintentionally.

I forgot my umbrella in the restaurant.
I left my keys inside the car and locked the doors.
forget, leave

ଅର୍ଥ : ଭୁଲିବା ଅବସ୍ଥାକୁ ଆସିବା ବା‌ କାମ ଆଦିରେ ଲାଗିଯିବାହେତୁ ଶାନ୍ତ ହେବା

ଉଦାହରଣ : ପିଲାମାନେ ମିଠାକଥାରେ ସହଜରେ ଭୁଲିଯାନ୍ତି

भुलावे में आना या किसी बात, काम आदि में लग जाने के कारण शांत होना।

बच्चे आसानी से बहलते हैं।
फुसलना, बहकना, बहलना

Cause someone to believe an untruth.

The insurance company deceived me when they told me they were covering my house.
betray, deceive, lead astray