ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭିଣିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭିଣିବା   କ୍ରିୟାପଦ

ଅର୍ଥ : ତୁଳାରୁ ମଞ୍ଜିକୁ ଅଲଗା କରିବାଅ

ଉଦାହରଣ : ଆଈମା ବତୀ ତିଆରି କରିବା ପାଇଁ ତୁଳାକୁ ଭିଣୁଛି୤

कपास से बिनौले अलग करना।

दादी बत्ती बनाने के लिए कपास ओट रही है।
ओटना, लोढ़ना

ଅର୍ଥ : ତୁଳାଭିଣା ସହାୟତାରେ ତୁଳା ସଫା କରିବା

ଉଦାହରଣ : ଗଦି ତିଆରି କରିବା ପୂର୍ବରୁ ତୁଳାଭିଣିବା ବ୍ୟକ୍ତି ତୁଳାକୁ ଭଲଭାବରେ ଭିଣିଥାଏ

धुनकी की सहायता से रूई साफ़ करना।

गद्दा बनाने से पहले धुनिया रूई को अच्छी तरह से धुनता है।
धुनकना, धुनना, पींजना

Separate the fibers of.

Tease wool.
card, tease