ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭିକ୍ଷୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭିକ୍ଷୁ   ବିଶେଷ୍ୟ

ଅର୍ଥ : ବୌଦ୍ଧ ଧର୍ମ ଅନୁସାରୀ ସାଧୁ

ଉଦାହରଣ : କୁଶୀନଗରରେ ଅନେକ ବୌଦ୍ଧ ଭିକ୍ଷୁ ବୁଲୁଥିବାର ଦେଖିବାକୁ ମିଳେ

ସମକକ୍ଷ : ବୌଦ୍ଧ ଭିକ୍ଷୁ, ବୌଦ୍ଧ ସାଧୁ, ଶ୍ରମଣ

वह साधु जो बौद्ध धर्म का अनुयायी हो।

कुशीनगर में अनेकों बौद्ध भिक्षु घूमते हुए देखे जा सकते हैं।
चीवरी, जातक, बौद्ध भिक्षु, बौद्ध भिक्षुक, बौद्ध साधु, बौद्धभिक्षु, बौद्धभिक्षुक, भदंत, भिक्षु, महापासक, श्रमण, श्रावक

A male religious living in a cloister and devoting himself to contemplation and prayer and work.

monastic, monk

ଅର୍ଥ : ଯେ ଭିକ ମାଗେ

ଉଦାହରଣ : ଭିକାରୀ ଗାଇ ଗାଇ ଭିକ ମାଗୁଥିଲା

ସମକକ୍ଷ : ଭିକାରୀ, ଭିକ୍ଷୁକ, ମାଗେତା

वह जो भीख माँगता हो।

भिखमंगा गाते हुए भीख माँग रहा था।
चीवरी, जाचक, दरवेश, भिक्षु, भिक्षुक, भिखमंगा, भिखारी, मंगता, मंगन, याचक

A pauper who lives by begging.

beggar, mendicant

ଭିକ୍ଷୁ   ବିଶେଷଣ

ଅର୍ଥ : ଭିକାରି ଭଳି

ଉଦାହରଣ : କଥାକଥାରେ ଝଗଡ଼ାକରୁଥିବା ମହେଶ ଆଜି ଭିକ୍ଷୁ ଜୀବନ ନିର୍ବାହ କରୁଛି

ସମକକ୍ଷ : ଫକୀର, ଭିକାରି

फकीर जैसा।

बात-बात में झगड़नेवाला महेश आज फकीरी जीवन व्यतीत कर रहा है।
फकीराना, फकीरी, फ़क़ीराना, फ़क़ीरी

Marked by poverty befitting a beggar.

A beggarly existence in the slums.
A mean hut.
beggarly, mean