ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାଷା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାଷା   ବିଶେଷ୍ୟ

ଅର୍ଥ : ମୁଁହରୁ ବାହାରୁଥିବା ବ୍ୟକ୍ତ ଧ୍ୱନିସମୂହ କିମ୍ବା ସାର୍ଥକ ଶବ୍ଦ ଏବଂ ବାକ୍ୟର ସେହି ସମୂହ ଯାହାଦ୍ୱାରା ମନର ବିଚାର ଅନ୍ୟଠାରେ ପ୍ରକାଶ କରାଯାଏ

ଉଦାହରଣ : ଭାଷା ସମ୍ପର୍କର ମାଧ୍ୟମ

मुँह से निकलने वाली व्यक्त ध्वनियों या सार्थक शब्दों और वाक्यों का वह समूह जिसके द्वारा मन के विचार दूसरे पर प्रकट किये जाते हैं।

भाषा संपर्क का माध्यम है।
जबान, ज़बान, जुबान, भाखा, भाषा

A systematic means of communicating by the use of sounds or conventional symbols.

He taught foreign languages.
The language introduced is standard throughout the text.
The speed with which a program can be executed depends on the language in which it is written.
language, linguistic communication

ଅର୍ଥ : ଯେଉଁ କାଗଜଆଦି ଉପରେ କାହାପାଇଁ କିଛି ସମାଚାର ବା ବିବରଣ ଇତ୍ୟାଦି ଲେଖାଯାଇଥାଏ

ଉଦାହରଣ : ବନ୍ଦନା ପରଦେଶରେ ରହୁଥିବା ନିଜ ଭାଇକୁ ସବୁବେଳେ ଚିଠିଲେଖେ ମନ୍ତ୍ରୀ ରାଜଦରବାରରେ ଦୂତଦ୍ୱାରା ଅଣାଯାଇଥିବା ଚିଠି ପଢ଼ିଲେ

ସମକକ୍ଷ : ଚିଠି, ପତ୍ର, ପତ୍ରିକା

वह कागज आदि जिस पर किसी के लिए कोई समाचार या विवरण आदि लिखा हो।

वंदना अपने परदेशी भाई को बराबर पत्र लिखती रहती है।
मंत्री राजदरबार में दूत द्वारा लाई हुई पत्रिका पढ़ने लगा।
खत, ख़त, चिट्ठी, पत्र, पत्रिका, पाती, मकतूब, रिसाला, लेटर

A written message addressed to a person or organization.

Mailed an indignant letter to the editor.
letter, missive