ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପତ୍ରିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପତ୍ରିକା   ବିଶେଷ୍ୟ

ଅର୍ଥ : ବିଶେଷକରି ନିୟମିତ ପ୍ରକାଶିତ ହେଉଥିବା ଏକ ବିଶେଷ ପ୍ରକାରର ପୁସ୍ତକ ଯେଉଁଥିରେ କୌଣସି ସୂଚନା, ପରିଚୟ, ଖବର କାହାର ଚିନ୍ତନ କିମ୍ବା ବର୍ଣ୍ଣନା ରହିଥାଏ

ଉଦାହରଣ : ସେ ପତ୍ରିକା ପଢ଼ିବାକୁ ପସନ୍ଦ କରେ

ସମକକ୍ଷ : ମାଗାଜିନ୍‌

विशेषकर नियत समय पर प्रकाशित होनेवाली एक विशेष प्रकार की वह पुस्तक जिसमें कोई सूचना, जानकारी, किसी के विचार या कोई वर्णन हो।

वह पत्रिका पढ़ना पसंद करता है।
पत्रिका, मैगज़ीन, मैगजीन

A periodic publication containing pictures and stories and articles of interest to those who purchase it or subscribe to it.

It takes several years before a magazine starts to break even or make money.
mag, magazine

ଅର୍ଥ : ଯେଉଁ କାଗଜଆଦି ଉପରେ କାହାପାଇଁ କିଛି ସମାଚାର ବା ବିବରଣ ଇତ୍ୟାଦି ଲେଖାଯାଇଥାଏ

ଉଦାହରଣ : ବନ୍ଦନା ପରଦେଶରେ ରହୁଥିବା ନିଜ ଭାଇକୁ ସବୁବେଳେ ଚିଠିଲେଖେ ମନ୍ତ୍ରୀ ରାଜଦରବାରରେ ଦୂତଦ୍ୱାରା ଅଣାଯାଇଥିବା ଚିଠି ପଢ଼ିଲେ

ସମକକ୍ଷ : ଚିଠି, ପତ୍ର, ଭାଷା

वह कागज आदि जिस पर किसी के लिए कोई समाचार या विवरण आदि लिखा हो।

वंदना अपने परदेशी भाई को बराबर पत्र लिखती रहती है।
मंत्री राजदरबार में दूत द्वारा लाई हुई पत्रिका पढ़ने लगा।
खत, ख़त, चिट्ठी, पत्र, पत्रिका, पाती, मकतूब, रिसाला, लेटर

A written message addressed to a person or organization.

Mailed an indignant letter to the editor.
letter, missive