ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିଠି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିଠି   ବିଶେଷ୍ୟ

ଅର୍ଥ : ଯେଉଁ କାଗଜଆଦି ଉପରେ କାହାପାଇଁ କିଛି ସମାଚାର ବା ବିବରଣ ଇତ୍ୟାଦି ଲେଖାଯାଇଥାଏ

ଉଦାହରଣ : ବନ୍ଦନା ପରଦେଶରେ ରହୁଥିବା ନିଜ ଭାଇକୁ ସବୁବେଳେ ଚିଠିଲେଖେ ମନ୍ତ୍ରୀ ରାଜଦରବାରରେ ଦୂତଦ୍ୱାରା ଅଣାଯାଇଥିବା ଚିଠି ପଢ଼ିଲେ

ସମକକ୍ଷ : ପତ୍ର, ପତ୍ରିକା, ଭାଷା

वह कागज आदि जिस पर किसी के लिए कोई समाचार या विवरण आदि लिखा हो।

वंदना अपने परदेशी भाई को बराबर पत्र लिखती रहती है।
मंत्री राजदरबार में दूत द्वारा लाई हुई पत्रिका पढ़ने लगा।
खत, ख़त, चिट्ठी, पत्र, पत्रिका, पाती, मकतूब, रिसाला, लेटर

A written message addressed to a person or organization.

Mailed an indignant letter to the editor.
letter, missive