ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭସାଣି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭସାଣି   ବିଶେଷ୍ୟ

ଅର୍ଥ : ମୂର୍ତ୍ତି, ନିର୍ମାଲ୍ୟ ଆଦିକୁ ନଦୀରେ ଭସାଇବା ପ୍ରକ୍ରିୟା

ଉଦାହରଣ : ପୂଜାପରେ ଆମେ ମୂର୍ତ୍ତି ବିସର୍ଜନ କଲୁ

ସମକକ୍ଷ : ବିସର୍ଜନ

मूर्ति, निर्माल्य आदि को नदी आदि में बहाने की क्रिया।

पूजा के बाद हमने मूर्ति का विसर्जन किया।
अपसर्जन, भसान, विसर्जन

The prescribed procedure for conducting religious ceremonies.

ritual