ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିସର୍ଜନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିସର୍ଜନ   ବିଶେଷ୍ୟ

ଅର୍ଥ : ମୂର୍ତ୍ତି, ନିର୍ମାଲ୍ୟ ଆଦିକୁ ନଦୀରେ ଭସାଇବା ପ୍ରକ୍ରିୟା

ଉଦାହରଣ : ପୂଜାପରେ ଆମେ ମୂର୍ତ୍ତି ବିସର୍ଜନ କଲୁ

ସମକକ୍ଷ : ଭସାଣି

मूर्ति, निर्माल्य आदि को नदी आदि में बहाने की क्रिया।

पूजा के बाद हमने मूर्ति का विसर्जन किया।
अपसर्जन, भसान, विसर्जन

The prescribed procedure for conducting religious ceremonies.

ritual

ଅର୍ଥ : ଦେବ ପୂଜନର ଷୋଡଶ ଉପଚାରମାନଙ୍କ ମଧ୍ୟରୁ ଶେଷ ଉପଚାର ଯେଉଁଥିରେ ଆହୁତ ଦେବତାଙ୍କୁ ନିବେଦନ କରାଯାଏ-ଏବେ ପୂଜା ସରିଲା,ଆପଣ ଦୟା କରି ପ୍ରସ୍ଥାନ କରନ୍ତୁ

ଉଦାହରଣ : ସତ୍ୟନାରାୟଣ ପୂଜାର ବିସର୍ଜନ ପରେ ସମସ୍ତେ ପ୍ରସାଦ ଗ୍ରହଣ କଲେ

देव-पूजन के सोलह उपचारों में से अंतिम उपचार जिसमें आहूत देवता के प्रति यह निवेदन होता है कि अब पूजन हो चुका, आप कृपया प्रस्थान करें।

सत्यनारायण की पूजा में विसर्जन के पश्चात् सबने प्रसाद ग्रहण किया।
विसर्जन