ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭରଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭରଣୀ   ବିଶେଷ୍ୟ

ଅର୍ଥ : ଏକ ଲଗ୍ନ

ଉଦାହରଣ : ଭରଣୀ ଲଗ୍ନ ଭୂମି ଖନନପାଇଁ ଶୁଭ ବୋଲି ଗ୍ରହଣ କରାଯାଏ

ସମକକ୍ଷ : ଭରଣୀ ଲଗ୍ନ

एक लग्न।

भरणी भूमि खोदने के लिए शुभ समझा जाता है।
भरणी, भरणी लग्न

ଅର୍ଥ : ସତେଇଶ (୨୭) ନକ୍ଷତ୍ର ମଧ୍ୟରୁ ଦ୍ୱିତୀୟ ନକ୍ଷତ୍ର

ଉଦାହରଣ : ଅଶ୍ୱିନୀ ନକ୍ଷତ୍ର ଭରଣୀ ନକ୍ଷତ୍ର ପୂର୍ବରୁ ଆସେ

ସମକକ୍ଷ : ଦ୍ୱିଜା ନକ୍ଷତ୍ର

सत्ताईस नक्षत्रों में से दूसरा नक्षत्र।

अश्विनी नक्षत्र भरणी से पहले आता है।
भरणी, भरणी नक्षत्र, यमेश, याम्या

ଅର୍ଥ : ଯେଉଁ ସମୟରେ ଚନ୍ଦ୍ରମା ଭରଣୀ ନକ୍ଷତ୍ରରେ ଥାଆନ୍ତି

ଉଦାହରଣ : ଭରଣୀ ନକ୍ଷତ୍ରରେ ଗାଈର ବାଛୁରୀ ଜନ୍ମ ହେଲା

ସମକକ୍ଷ : ଭରଣୀ ନକ୍ଷତ୍ର

वह समय जब चंद्रमा भरणी नक्षत्र में होता है।

भरणी नक्षत्र में गाय ने बछिया जनी।
भरणी, भरणी नक्षत्र, यमेश, याम्या