ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଗ୍ନ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଗ୍ନ କରିବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁର କିଛି ଅଂଶ ଖଣ୍ଡିତ, ଭଗ୍ନ, ବା ଅଚଳ କରିବା

ଉଦାହରଣ : ବାଡ଼ିରେ ବାଡ଼େଇ ବାଡ଼େଇ ଗାଇଆଳ ଗାଇର ଗୋଡ଼ ଭାଙ୍ଗି ଦେଲା ବେଶି ବଦମାସି କଲେ ତମର ମୁଣ୍ଡ ଫଟେଇଦେବୁ

ସମକକ୍ଷ : ଫଟେଇବା, ଭାଙ୍ଗିବା

किसी वस्तु का कोई अंग खंडित, भग्न या बेकाम करना।

लाठी से मार-मारकर ग्वाले ने गाय की टाँग तोड़ दी।
ज्यादा इधर-उधर करोगे तो हम तुम्हारा सर फोड़ देंगे।
टोरना, तोड़ देना, तोड़ना, तोरना, फोड़ देना, फोड़ना, भंग करना, भंजित करना, भग्न करना