ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟାଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟାଟ   ବିଶେଷ୍ୟ

ଅର୍ଥ : କ୍ରିକେଟ ଖେଳରେ ବ୍ୟବହୃତ କାଠର ଏକ ଦଣ୍ଡା ଯେଉଁଥିରେ ବଲ୍‌ ଖେଳାଯାଏ

ଉଦାହରଣ : ପିଲାଟି ବ୍ୟାଟରେ ବଲ୍‌ ଖେଳୁଛି

ସମକକ୍ଷ : ବେଟ

क्रिकेट के खेल में लकड़ी का वह डंडा जिससे गेंद खेलते हैं।

बच्चा बल्ले से गेंद खेल रहा है।
बल्ला, बैट

The club used in playing cricket.

A cricket bat has a narrow handle and a broad flat end for hitting.
bat, cricket bat

ଅର୍ଥ : ଟେବୁଲ ଟେନିସ ଖେଳରେ ବ୍ୟବହୃତ ଏକ ଚେପଟା ଖେଳ ଉପକରଣ

ଉଦାହରଣ : କେତେକ ବ୍ୟାଟର ପୃଷ୍ଠ ଚିକ୍କିଣିଆ ଓ କେତେକ ବ୍ୟାଟର ପୃଷ୍ଠ ଖଦଡ଼ିଆ

टेबल-टेनिस खेलने में प्रयुक्त एक चपटा खेल उपस्कर।

कुछ बैट की सतह चिकनी और कुछ बैट की सतह खुरदुरी होती है।
बैट

Paddle used to play table tennis.

pingpong paddle, table-tennis bat, table-tennis racquet

ଅର୍ଥ : ପଟାରେ ପ୍ରସ୍ତୁତ ଏକ ଖେଳନା

ଉଦାହରଣ : ମେଳାରେ ପିଲାଟି ଖେଳନା ପଟା କିଣିବାକୁ ଅଳି କରୁଛି

ସମକକ୍ଷ : ଖେଳନା-ପଟା

पटा खेलने वाला एक खिलौना।

बच्चा मेले में पटेबाज खरीदने की ज़िद करने करने लगा।
पटेबाज, पटेबाज़

ଅର୍ଥ : ବିଭିନ୍ନ ଖେଳରେ ବ୍ୟବହୃତ ଯେଉଁ ଖେଳ ଉପକରଣଦ୍ୱାରା ବଲକୁ ମରାଯାଏ

ଉଦାହରଣ : ମୋ କ୍ରିକେଟ ବ୍ୟାଟ ଭାଙ୍ଗିଯାଇଛି

विभिन्न खेलों में प्रयुक्त एक प्रकार का खेल उपस्कर जिससे गेंद को मारा जाता है।

मेरा क्रिकेट का बैट टूट गया है।
बैट

A club used for hitting a ball in various games.

bat