ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟଭିଚାରିଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟଭିଚାରିଣୀ   ବିଶେଷ୍ୟ

ଅର୍ଥ : ବ୍ୟଭିଚାର କରୁଥିବା ସ୍ତ୍ରୀ

ଉଦାହରଣ : ଶ୍ୟାମ ଜଣେ ବ୍ୟଭିଚାରିଣୀ ପାଲରେ ପଡ଼ି ଯାଇଛି

ସମକକ୍ଷ : ଚରିତ୍ରହୀନା, ଛିଣ୍ଡାଳ, ଛିଣ୍ଡାଳୀ

ବ୍ୟଭିଚାରିଣୀ   ବିଶେଷଣ

ଅର୍ଥ : ଯେ ବ୍ୟଭିଚାର କରୁଛି ବା ଅନେକ ପୁରୁଷ ସହିତ ଅନୁଚିତ ସମ୍ବନ୍ଧ ରଖୁଥିବା ସ୍ତ୍ରୀ

ଉଦାହରଣ : ବ୍ୟଭିଚାରିଣୀ ସ୍ତ୍ରୀକୁ ସମାଜରେ ସମ୍ମାନ ମିଳେନାହିଁ

ସମକକ୍ଷ : କୁଳଟା, ଚରିତ୍ରହୀନା

जो व्यभिचार करती हो या अनेक पुरुषों से अनुचित संबंध रखने वाली।

व्यभिचारिणी स्त्री को समाज में सम्मान नहीं मिलता।
असती, इतवरी, इत्वरी, उछालछक्का, कुलटा, चरित्रहीना, चालू, छिनाल, धगड़बाज, धगड़बाज़, धगड़ी, नष्टा, व्यभिचारिणी, हरजाई