ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟବସାୟୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟବସାୟୀ   ବିଶେଷ୍ୟ

ଅର୍ଥ : ବେପାର କରିବା ଲୋକ

ଉଦାହରଣ : ମୋହନ ଜଣେ କୁଶଳ ବେପାରୀ ସେ ଜଣେ ହୀରା ବେପାରୀ

ସମକକ୍ଷ : ବଣିକ, ବେପାରୀ, ସୌଦାଗର

व्यापार करने वाला व्यक्ति।

मोहन एक कुशल व्यापारी है।
वह हीरे का व्यापारी है।
ट्रेडर, बनिक, बनिया, रोजगारी, वणिक, व्यवसायी, व्यापारी, व्यावसायी, सौदागर

A person engaged in commercial or industrial business (especially an owner or executive).

businessman, man of affairs

ଅର୍ଥ : କୌଣସି ବସ୍ତୁ ଆଦି ବିକ୍ରି କରୁଥିବା ଲୋକ

ଉଦାହରଣ : ସେ ଜଣେ ପାଇକାରୀ ବିକ୍ରେତା

ସମକକ୍ଷ : ବିକ୍ରେତା, ବେପାରୀ

वह जो किसी वस्तु आदि का विक्रय करता हो।

वह थोक वस्तुओं का विक्रेता है।
बिकवाल, बेचवैया, विक्रयक, विक्रयी, विक्रेता, वेंडर, वेन्डर

A person employed to represent a business and to sell its merchandise (as to customers in a store or to customers who are visited).

sales rep, sales representative, salesperson

ଅର୍ଥ : ଯେ କୌଣସି ବ୍ୟବସାୟ କରେ

ଉଦାହରଣ : ଦାବି କରା‌ଯାଇଥିବା ଟଙ୍କା ନ ମିଳିବାରୁ ଅପହରଣକାରୀମାନେ ବ୍ୟବସାୟୀଙ୍କୁ ହତ୍ୟାକଲେ

ସମକକ୍ଷ : ବେପାରୀ, ସାହୁକାର

वह जो कोई व्यवसाय करता हो।

फिरौती न मिलने पर अपहरणकर्ताओं ने व्यवसायी की हत्या कर दी।
कारबारी, कारोबारी, नीवर, पेशावर, पेशेवर, बिजनेसमैन, व्यवसायी, व्यावसायी

A person engaged in one of the learned professions.

professional, professional person