ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବେପାର କରିବା ଲୋକ
ଉଦାହରଣ : ମୋହନ ଜଣେ କୁଶଳ ବେପାରୀ ସେ ଜଣେ ହୀରା ବେପାରୀ
ସମକକ୍ଷ : ବଣିକ, ବ୍ୟବସାୟୀ, ସୌଦାଗର
व्यापार करने वाला व्यक्ति।
A person engaged in commercial or industrial business (especially an owner or executive).
ଅର୍ଥ : କୌଣସି ବସ୍ତୁ ଆଦି ବିକ୍ରି କରୁଥିବା ଲୋକ
ଉଦାହରଣ : ସେ ଜଣେ ପାଇକାରୀ ବିକ୍ରେତା
ସମକକ୍ଷ : ବିକ୍ରେତା, ବ୍ୟବସାୟୀ
वह जो किसी वस्तु आदि का विक्रय करता हो।
A person employed to represent a business and to sell its merchandise (as to customers in a store or to customers who are visited).
ଅର୍ଥ : ଖାଦ୍ୟଶସ୍ୟ ବିକ୍ରି କରୁଥିବା ବେପାରୀ
ଉଦାହରଣ : ସେ ଖାଦ୍ୟଶସ୍ୟ ବିକ୍ରେତା ଦୋକାନରୁ ଚାଉଳ କିଣିଲେ
ସମକକ୍ଷ : ଖାଦ୍ୟଶସ୍ୟ ବିକ୍ରେତା
वह व्यापारी जो अनाज बेचता हो।
A merchant who deals in food grains.
ଅର୍ଥ : ଯେ କୌଣସି ବ୍ୟବସାୟ କରେ
ଉଦାହରଣ : ଦାବି କରାଯାଇଥିବା ଟଙ୍କା ନ ମିଳିବାରୁ ଅପହରଣକାରୀମାନେ ବ୍ୟବସାୟୀଙ୍କୁ ହତ୍ୟାକଲେ
ସମକକ୍ଷ : ବ୍ୟବସାୟୀ, ସାହୁକାର
वह जो कोई व्यवसाय करता हो।
A person engaged in one of the learned professions.
ସଂସ୍ଥାପନ କରନ୍ତୁ