ଅର୍ଥ : ଏକ ପ୍ରକାରର ସୁଗନ୍ଧିତ ପୁଲ
ଉଦାହରଣ :
ମାଳୀ ବଗିଚାରେ ବୈଜୟନ୍ତୀର ମାଳ ତିଆରି କରୁଛି
ଅର୍ଥ : ଜଣେ ଅପ୍ସରା
ଉଦାହରଣ :
ବୈଜୟନ୍ତୀଙ୍କ ବର୍ଣ୍ଣନା ପୁରାଣରେ ମିଳେ
ଅର୍ଥ : ଗୋଟିଏ ପ୍ରକାରର ମାଳା ଯେଉଁଥିରେ ପାଞ୍ଚ ପ୍ରକାରର ଫୁଲ ଥାଏ
ଉଦାହରଣ :
ଶ୍ୟାମ ନିଜ ପ୍ରିୟତମା ରାଧାଙ୍କ ଗଳାରେ ବୈଜୟନ୍ତୀ ମାଳା ପକାଇଦେଲେ
ସମକକ୍ଷ : ବୈଜୟନ୍ତିକା, ବୈଜୟନ୍ତୀ ମାଳା, ବୈଜୟନ୍ତୀ ହାର
ଅର୍ଥ : ଏକ ପ୍ରକାର ଗଛ ଯାହାର ଫୁଲ ଅତୀବ ସୁନ୍ଦର
ଉଦାହରଣ :
ମାଳୀ ଉଦ୍ୟାନରେ ବୈଜୟନ୍ତୀ ଲଗାଉଛି
ସମକକ୍ଷ : ବୈଜୟଂତି, ବୈଜୟନ୍ତିକା