ଅର୍ଥ : ଭଗବାନ ବିଷ୍ଣୁ ବା କୃଷ୍ଣଙ୍କ ଗଳାର ଏକ ହାର
ଉଦାହରଣ :
ବୈଜୟନ୍ତୀ ମାଳାରେ ପାଞ୍ଚ ପ୍ରକାର ଅମୂଲ୍ୟ ରତ୍ନ ବା ଅନେକ ପ୍ରକାର ପୁଷ୍ପ ଗୁନ୍ଥା ହୋଇଥାଏ
ସମକକ୍ଷ : ବୈଜୟଂତୀ ମାଳା
ଅର୍ଥ : ଗୋଟିଏ ପ୍ରକାରର ମାଳା ଯେଉଁଥିରେ ପାଞ୍ଚ ପ୍ରକାରର ଫୁଲ ଥାଏ
ଉଦାହରଣ :
ଶ୍ୟାମ ନିଜ ପ୍ରିୟତମା ରାଧାଙ୍କ ଗଳାରେ ବୈଜୟନ୍ତୀ ମାଳା ପକାଇଦେଲେ
ସମକକ୍ଷ : ବୈଜୟନ୍ତିକା, ବୈଜୟନ୍ତୀ, ବୈଜୟନ୍ତୀ ହାର