ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେହୋସ ଅବସ୍ଥା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେହୋସ ଅବସ୍ଥା   ବିଶେଷ୍ୟ

ଅର୍ଥ : ରୋଗ, ଭୟ, ଶୋକ ଆଦିରୁ ଉତ୍ପନ୍ନ ଏହି ଅବସ୍ଥା ଯେଉଁଥିରେ ପ୍ରାଣୀ ଅଚେତ୍‌ ହୋଇଯାଏ

ଉଦାହରଣ : ମାମୁଙ୍କ ମୃତ୍ୟୁ ଖବର ଶୁଣିବାମାତ୍ରେ ମାଇଁଙ୍କୁ ମୂର୍ଚ୍ଛା ଆସିଗଲା

ସମକକ୍ଷ : ଅଚେତନତା, ମୂର୍ଚ୍ଛା, ସଜ୍ଞାହୀନତା

रोग, भय, शोक आदि से उत्पन्न वह अवस्था जिसमें प्राणी निश्चेष्ट या संज्ञाहीन हो जाता है।

मामा की मौत की खबर सुनते ही मामी को बेहोशी आ गयी।
अचेतनता, अचेतपना, अचेतावस्था, अचेष्टता, गश, ग़श, ज्ञानशून्यता, बदहवासी, बेखुदी, बेसुधी, बेहोशी, मूर्च्छा, मूर्छा, शून्यमनस्कता, संज्ञाशून्यता

A spontaneous loss of consciousness caused by insufficient blood to the brain.

deliquium, faint, swoon, syncope