ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେକାରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେକାରି   ବିଶେଷ୍ୟ

ଅର୍ଥ : ଜୀବିକା ତୁଲାଇବାପାଇଁ ଲୋକ ହାତରେ କିଛି କାମ ଧନ୍ଦା ନଥିବା ଅବସ୍ଥା

ଉଦାହରଣ : ଦିନକୁଦିନ ବେକାରି ସମସ୍ୟା ବଢ଼ିଯାଉଛି

ସମକକ୍ଷ : ବେରୋଜଗାରୀ

वह अवस्था जिसमें जीविका-निर्वाह के लिए मनुष्य के हाथ में कोई काम धंधा नहीं रहता।

दिन-प्रतिदिन बेरोज़गारी की समस्या बढ़ती जा रही है।
बेकारी, बेरोजगारी, बेरोज़गारी

The state of being unemployed or not having a job.

Unemployment is a serious social evil.
The rate of unemployment is an indicator of the health of an economy.
unemployment