ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେତାଳୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେତାଳୁଆ   ବିଶେଷ୍ୟ

ଅର୍ଥ : ଦକ୍ଷତା ବିନା ଗୀତ ବୋଲୁଥିବା ଗାୟକ

ଉଦାହରଣ : ବେତାଳିଆ ଗାୟକ ମଣ୍ଡଳୀ ଭଲଭାବେ ଲୋକମାନଙ୍କର ମନୋରଞ୍ଜନ କଲେ

ସମକକ୍ଷ : ବେତାଳିଆ

बिना दक्षता प्राप्त किए गाने वाला गवैया।

अताइयों की मंडली ने लोगों का अच्छा मनोरंजन किया।
अताई

ବେତାଳୁଆ   ବିଶେଷଣ

ଅର୍ଥ : ଗାଇବା ବଜାଇବାରେ ତାଳର ଧ୍ୟାନ ରଖୁ ନ ଥିବା

ଉଦାହରଣ : ସେ ବେତାଳିଆ ବଜାଳି, କେବଳ ଢୋଲକୁ ପିଟିବା ଜାଣେ

ସମକକ୍ଷ : ତାଳହୀନ, ବେତାଳିଆ

गाने-बजाने में ताल का ध्यान न रखने वाला।

वह बेताला वादक है, केवल ढोल को पीटना जानता है।
बेताला