ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତାଳହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତାଳହୀନ   ବିଶେଷଣ

ଅର୍ଥ : ଗାଇବା ବଜାଇବାରେ ତାଳର ଧ୍ୟାନ ରଖୁ ନ ଥିବା

ଉଦାହରଣ : ସେ ବେତାଳିଆ ବଜାଳି, କେବଳ ଢୋଲକୁ ପିଟିବା ଜାଣେ

ସମକକ୍ଷ : ବେତାଳିଆ, ବେତାଳୁଆ

गाने-बजाने में ताल का ध्यान न रखने वाला।

वह बेताला वादक है, केवल ढोल को पीटना जानता है।
बेताला

ଅର୍ଥ : ଯେଉଁଥିରେ ତାଳର ଠିକ ଏବଂ ସମ୍ପୂର୍ଣ୍ଣ ଧ୍ୟାନ ରହେନାହିଁ

ଉଦାହରଣ : ତାର ଗାଇବା-ବଜାଇବା ବେତାଳ

ସମକକ୍ଷ : ବେତାଳ

जिसमें ताल का ठीक और पूरा ध्यान न रहे।

उसका गाना-बजाना बेताल है।
तालहीन, बेताल, बेताला