ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେତନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେତନ   ବିଶେଷ୍ୟ

ଅର୍ଥ : ଚାକରକୁ ମିଳୁଥିବା ଦରମା

ଉଦାହରଣ : ଶ୍ୟାମକୁ ମାସିକ ଦୁଇ ହଜାର ଟଙ୍କା ବେତନ ମିଳୁଛି

नौकर को मिलनेवाला वेतन।

श्यामू को दो हजार रुपये मासिक नौकराना मिलता है।
नौकराना

ଅର୍ଥ : କୌଣସି କାମ କରିବା ବଦଳରେ ଏକ ନିର୍ଦ୍ଦିଷ୍ଟ ଅବଧିରେ ଦିଆଯାଉଥିବା ଧନ

ଉଦାହରଣ : ସେ ବହୁତ କମ ଦରମାରେ କାମ କରୁଛି

ସମକକ୍ଷ : ଦରମା, ବର୍ତ୍ତନ

वह धन जो किसी को कोई काम करते रहने के बदले में निश्चित अवधि पर दिया जाता है।

वह बहुत कम वेतन पर काम करता है।
तनख़ा, तनख़ाह, तनख़्वाह, तनखा, तनखाह, तनख्वाह, तन्ख़ाह, तन्ख़्वाह, तन्खाह, तन्ख्वाह, तलब, पगार, रातिब, वेतन, सेलरी, सैलरी

Something that remunerates.

Wages were paid by check.
He wasted his pay on drink.
They saved a quarter of all their earnings.
earnings, pay, remuneration, salary, wage