ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦରମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦରମା   ବିଶେଷ୍ୟ

ଅର୍ଥ : ପ୍ରତି ମାସରେ ମିଳୁଥିବା ବେତନ

ଉଦାହରଣ : ଅରୁଣଙ୍କୁ ମାସିକ ବେତନ ଦଶ ହଜାର ମିଳୁଛି

ସମକକ୍ଷ : ମାସିକ ଦରମା, ମାସିକ ବେତନ

प्रति मास मिलनेवाला वेतन।

अरुण को दस हज़ार मासिक वेतन मिलता है।
दरमाहा, दरमाही, महीना, महीनेवारी, मासिक तनख़ाह, मासिक तनख़्वाह, मासिक तनखाह, मासिक तनख्वाह, मासिक वेतन

ଅର୍ଥ : କୌଣସି କାମ କରିବା ବଦଳରେ ଏକ ନିର୍ଦ୍ଦିଷ୍ଟ ଅବଧିରେ ଦିଆଯାଉଥିବା ଧନ

ଉଦାହରଣ : ସେ ବହୁତ କମ ଦରମାରେ କାମ କରୁଛି

ସମକକ୍ଷ : ବର୍ତ୍ତନ, ବେତନ

वह धन जो किसी को कोई काम करते रहने के बदले में निश्चित अवधि पर दिया जाता है।

वह बहुत कम वेतन पर काम करता है।
तनख़ा, तनख़ाह, तनख़्वाह, तनखा, तनखाह, तनख्वाह, तन्ख़ाह, तन्ख़्वाह, तन्खाह, तन्ख्वाह, तलब, पगार, रातिब, वेतन, सेलरी, सैलरी

Something that remunerates.

Wages were paid by check.
He wasted his pay on drink.
They saved a quarter of all their earnings.
earnings, pay, remuneration, salary, wage