ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୁହାମଜୁରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୁହାମଜୁରି   ବିଶେଷ୍ୟ

ଅର୍ଥ : ହଟେଇବା ମଜୁରି

ଉଦାହରଣ : ମଜୁରିଆ ଏହି ଜିନିଷର ବୁହାମଜୁରି ଦୁଇଶହ ଟଙ୍କା ମାଗୁଛି

ସମକକ୍ଷ : ହଟେଇବା ମଜୁରି

हटाने की मजदूरी।

मजदूर इन सामानों की हटवाई दो सौ रुपए माँग रहा है।
हटवाई

Something that remunerates.

Wages were paid by check.
He wasted his pay on drink.
They saved a quarter of all their earnings.
earnings, pay, remuneration, salary, wage

ଅର୍ଥ : ବୋଝ ବୋହିବାର ମଜୁରି

ଉଦାହରଣ : ଆଖୁର ବୋହିବା ମଜୁରି ବାବଦରେ ମଜୁରିଆ ପାଞ୍ଚଶହ ଟଙ୍କା ମାଗୁଛି

ସମକକ୍ଷ : ବୁହାମୂଲ, ବୋହିବା ମଜୁରି, ବୋହିବା ମୂଲ

ढोने की मजदूरी।

मजदूर गन्ने की ढुलाई पांच सौ रुपये माँग रहे हैं।
ढुलाई, ढोवाई

Something that remunerates.

Wages were paid by check.
He wasted his pay on drink.
They saved a quarter of all their earnings.
earnings, pay, remuneration, salary, wage