ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୀରପ୍ରସବିନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୀରପ୍ରସବିନୀ   ବିଶେଷ୍ୟ

ଅର୍ଥ : ବୀର ସନ୍ତାନ ଜନ୍ମ ଦେଉଥିବା ସ୍ତ୍ରୀ

ଉଦାହରଣ : ଯେଉଁ ବୀରପ୍ରସବିନୀମାନଙ୍କ ସନ୍ତାନଗଣ ଏହି ଦେଶକୁ ସ୍ୱାଧୀନ କଲେ, ସେମାନଙ୍କ ନିକଟରେ ଏହି ଜାତି କୃତଜ୍ଞ

ସମକକ୍ଷ : ବୀରଜନନୀ, ବୀରପ୍ରସୂ, ବୀରମାତା

वह स्त्री जो वीर संतान उत्पन्न करे।

यह देश आभारी है उन वीरप्रसुओं का जिनकी संतानों ने इसे स्वतंत्र कराया।
वीर-जननी, वीरकुक्षि, वीरप्रसू, वीरमाता

A woman who has given birth to a child (also used as a term of address to your mother).

The mother of three children.
female parent, mother