ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିହାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିହାର   ବିଶେଷ୍ୟ

ଅର୍ଥ : ବୌଦ୍ଧଭିକ୍ଷୁମାନେ ବସବାସ କରୁଥିବା ସ୍ଥାନ

ଉଦାହରଣ : ଏହି ବୌଦ୍ଧ ବିହାରର ଦେଖାଶୁଣା ଜଣେ ବୌଦ୍ଧଭିକ୍ଷୁ କରୁଛନ୍ତି

ସମକକ୍ଷ : ଚୈତ୍ୟ, ବୌଦ୍ଧ ବିହାର, ବୌଦ୍ଧ ମଠ

बौद्ध भिक्षुओं के रहने की जगह।

इस बौद्ध विहार की देख-रेख एक बौद्ध भिक्षु ही करते हैं।
बौद्ध मठ, बौद्ध विहार, विहार

ଅର୍ଥ : ଭାରତର ଏକ ରାଜ୍ୟ

ଉଦାହରଣ : ବିହାରର ରାଜଧାନୀ ପାଟନା

भारत का एक राज्य।

बिहार की राजधानी पटना है।
बिहार

A state of northeastern India.

bihar

ଅର୍ଥ : କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ

ଉଦାହରଣ : ପିଲାମାନେ ପାଣିରେ ଖେଳୁଛନ୍ତି

ସମକକ୍ଷ : ଆମୋଦପ୍ରମୋଦ, କେଳି, କୌତୁକ, କ୍ରୀଡା, ଖେଳ, ବିନୋଦ

केवल मन बहलाने के लिए किया जाने वाला काम।

अंताक्षरी, ताश आदि खेल कहीं भी खेले जा सकते हैं।
अठखेली, अर्गल, आमोद-प्रमोद, कलोल, कल्लोल, किलोल, केलि, कौतुक, क्रीड़ा, खेल, रमण, विनोद, विहार

Activities that are enjoyable or amusing.

I do it for the fun of it.
He is fun to have around.
fun, merriment, playfulness