ଅର୍ଥ : ତୁଚ୍ଛ ଅଥବା ବହୁତ ସାଧାରଣ ରୂପରେ କରାଯାଉଥିବା ବ୍ୟବହାର
ଉଦାହରଣ :
ନିଜ କାମ ସହିତ ଖେଳ ଭଲ କଥା ନୁହେଁ
ସମକକ୍ଷ : କୌତୁକ
ଅର୍ଥ : ମନୋରଞ୍ଜନ ନିମନ୍ତେ ବ୍ୟବହୃତ ବସ୍ତୁ,କାମ ଆଦି ଯେଉଁଥିରେ ଖେଳା ଯାଏ
ଉଦାହରଣ :
ମୋ କଂପ୍ୟୁଟରରେ କେତେ ପ୍ରକାର ଖେଳ ଅପଲୋଡ ହୋଇଛି
ସମକକ୍ଷ : ଗେମ୍
ଅର୍ଥ : ଖେଳର ପ୍ରଦର୍ଶନ
ଉଦାହରଣ :
ସର୍କସ ବାହାରେଥିବା ସୂଚନା ଫଳକରେ ଲେଖାଯାଇଛି ଯେ ଖେଳର ସମୟ ବଦଳି ଯାଇଛି
ସମକକ୍ଷ : ଖେଳ ପ୍ରଦର୍ଶନ
ଅର୍ଥ : ଏକ ସକ୍ରିୟ ମନୋରଞ୍ଜନ ଯେଉଁଥିରେ ଶାରୀରିକ ଶ୍ରମ ଏବଂ ପ୍ରତିସ୍ପର୍ଦ୍ଧାର ଆବଶ୍ୟକତା ଥାଏ
ଉଦାହରଣ :
ସେ ଖୋ-ଖୋ, କବାଡୀ, ହକି ଆଦି ଖେଳରେ ଭାଗ ନିଏ
ସମକକ୍ଷ : ଏଥ୍ଲେଟିକ୍ସ, ଖେଳକୁଦ