ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରସାରିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରସାରିତ   କ୍ରିୟାପଦ

ଅର୍ଥ : ସୀମା, କ୍ଷେତ୍ରଆଦିରେ ବିସ୍ତାରିତ ହେବା

ଉଦାହରଣ : ଅଶୋକଙ୍କ ସମୟରେ ତାଙ୍କ ରାଜ୍ୟ ବହୁତ ପ୍ରସାରିତ ହୋଇଥିଲା

ସମକକ୍ଷ : ବିସ୍ତାରିତ

सीमा, क्षेत्र आदि में विस्तारित होना।

अशोक के समय में उसका राज्य बहुत प्रसारित हुआ।
प्रसारित होना, फैलना

Become larger in size or volume or quantity.

His business expanded rapidly.
expand

ପ୍ରସାରିତ   ବିଶେଷଣ

ଅର୍ଥ : ଭଲକରି ଖୋଲା କିମ୍ବା ପ୍ରସାରିତ ହୋଇଥିବା (ଆଖି)

ଉଦାହରଣ : ନବଜାତ ଶିଶୁଟି ବିସ୍ଫାରିତ ନୟନରେ ତା ମାଆକୁ ଦେଖୁଥିଲା

ସମକକ୍ଷ : ବିଷ୍ଫାରିତ, ବିସ୍ଫାରିତ

भली प्रकार खोला या फैलाया हुआ (नेत्र)।

नवजात शिशु विस्फारित नेत्रों से अपनी माँ को देख रहा था।
विस्फारित

(used of eyes) open and fixed as if in fear or wonder.

Staring eyes.
agaze, staring

ଅର୍ଥ : ସଙ୍ଗୀତ, ଭାଷଣ ଆଦିକୁ ରେଡ଼ିଓ ଦ୍ୱାରା ପ୍ରସାରଣ କରାଯିବା

ଉଦାହରଣ : ଆପଣ ଏବେ ଆକାଶବାଣୀ କଟକରୁ ପ୍ରସାରିତ କାର୍ଯ୍ୟକ୍ରମ ଶୁଣୁଥିଲେ

संगीत, भाषण आदि की ध्वनि का रेडियो द्वारा प्रसारण किया हुआ।

अभी आप आकाशवाणी रायपुर से प्रसारित कार्यक्रम सुन रहे थे।
प्रसारित