ଅର୍ଥ : ଯାହାକୁ ବିଶ୍ୱାସ କରାଯାଇପାରେ ବା ଯାହା ଉପରେ ବିଶ୍ୱାସ ଥାଏ
ଉଦାହରଣ :
ଶ୍ୟାମ ଜଣେ ବିଶ୍ୱାସନୀୟ ବ୍ୟକ୍ତି
ସମକକ୍ଷ : ବିଶ୍ୱସ୍ତ, ବିଶ୍ୱାସନୀୟ
ଅର୍ଥ : ଯିଏ ବିଶ୍ୱାସ କରେ
ଉଦାହରଣ :
ସେ ମୋର ସଚ୍ଚୋଟତାରେ ବିଶ୍ୱାସୀ, ମୁହଁ ଖୋଲିବା ମାତ୍ରେ ସେ ମୋତେ ଶହେ ଟଙ୍କା ବାହାରକରି ଦେଇଦେଲେ
ସମକକ୍ଷ : ବିଶ୍ୱାସ କଲାବାଲା